ରାଜଧାନୀରେ ଜମି ହଡ଼ପକାରୀଙ୍କୁ ମାଫ୍

ଭୁବନେଶ୍ୱର : ସଂଧ୍ୟାରେ ଯେଉଁଠି ସରକାରୀ ଜମି ଖାଲି ଥିବା ଦେଖିବାକୁ ମିଳୁଛି, ତା’ ପରଦିନ ସକାଳୁ ସେଠାରେ ଘରଟିଏ ନିର୍ମାଣ ହୋଇଯାଉଛି। ମାସକ ପରେ ସେଠାରେ ୧୦ରୁ ୨୦ଘର ନିର୍ମାଣ ହୋଇଯାଉଛି। କେବଳ ସରକାରୀ ଜମିକୁ ମାଡ଼ି ବସି ବସ୍ତି ନିର୍ମାଣ ହେଉଛି, ତାହା ନୁହେଁ। କେଉଁଠି ରାତାରାତି ହୋଟେଲ ହୋଇଯାଉଛି ତ କେଉଁଠି ଭେଣ୍ଡିଂ ଜୋନ୍, କେଉଁଠି ମନ୍ଦିର ତ କେଉଁଠି ଦୋକାନ। ଏପରିକି କେତେକ ଜାଗାରେ … Continue reading ରାଜଧାନୀରେ ଜମି ହଡ଼ପକାରୀଙ୍କୁ ମାଫ୍